ନାମ ଜାରି
ଦେଖଣା
ନାମ ଜାରି
ଉଚ୍ଚାରଣ
[ସମ୍ପାଦନା]ନାମଜାହିର, ନାମଜାହିରା, ନାମଜାହିରୀ, ନାମଜାହେର, ନାମ଼ଜାହେରୀଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - )
[ସମ୍ପାଦନା]- ୧. ସୁନାମ ବିଖ୍ୟାତ ହେବା ବା ସ୍ଥାୟୀ ହେବା — ୧. The establishment of a person's reputation.
- ୨. (କଚିରିଆ ପୂର୍ବ ଭୂସ୍ୱାମୀର ନାମ ପରିବର୍ତ୍ତରେ ନୂତନ ଭୁସ୍ୱାମୀଙ୍କ ନାମ କାଗଜପତ୍ରରେ ଉଲ୍ଲେଖ କରାଯିବା; ଦାଖଲ ଖାରଜ — ୨. Registration or mutation of the name of the present land-holder in the place of the past one.