ନାମ ଡୁବାଇବା
ଦେଖଣା
ନାମ ଡୁବାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାମ ଡୁବାଇବା
|
(ନାମ ଡୁବିବା—ବି)
ଦେଶଜ - କ୍ରି.
[ସମ୍ପାଦନା]- ୧. ଆପଣାର ବା ଆପଣା ବଂଶର ସୁଖ୍ୟାତିରେ କଳଙ୍କ ଆନୟନ କରିବା — ୧. To bring a stigma on one's good name or one's family reputation.
- ୨. ନାଁ ପକାଇବା (ଦେଖ) - — ୨. Nāñ pakāibā (See)