Jump to content

ନାମ ଦେବା

ଉଇକିଅଭିଧାନ‌ରୁ

ନାମ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନାଁ ଦେବା; ନାମକରଣ କରିବା — To give a new name to an infant

ଏବେ ଗୋପକୁ ତୁମ୍ଭେ ଯାଅ, ମୋର ପୁତ୍ରଙ୍କୁ ନାମ ଦିଆ ଜଗନ୍ନାଥ—ଭାଗବତ