ନାମ ଦ୍ୱାଦଶୀ
ଦେଖଣା
ନାମ ଦ୍ୱାଦଶୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମାର୍ଗଶିର ଶୁକ୍ଳ ତୃତୀୟା ଦିନ ଗୌରୀ, କାଳୀ ଉମା, ଦୁର୍ଗା, ଭଦ୍ରା, କାନ୍ତି, ସରସ୍ୱତୀ, ମଙ୍ଗଳା, ବୈଷ୍ଣବୀ, ଲକ୍ଷ୍ମୀ, ଶିବା ଓ ନାରାୟଣୀ ଏହି ୧୨:ଟି ଦେବୀଙ୍କର ପୂଜାସଂବଳିତ ଦେବୀପୁରାଣୋକ୍ତ ବ୍ରତବିଶେଷ (ହିନ୍ଦୀ - ଶ.) Name of a religious vow in which ୧୨ Go ddesses are worshipped.