Jump to content

ନାମ ଧାମ

ଉଇକିଅଭିଧାନ‌ରୁ

ନାମ ଧାମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ନାମନ୍+ଧାମନ୍)

[ସମ୍ପାଦନା]

କୌଣସି ବ୍ୟକ୍ତିର ନାମ ଓ ବାସସ୍ଥାନ ବା ଠିକଣା — Name and address of a person.

ନାମଧାମ ପିତାମାତା ନାମ ପଚାରିଲେ—ନନ୍ଦକିଶ୍ୱୋର. ସୀତାବନବାସ