Jump to content

ନାମ ନେବା

ଉଇକିଅଭିଧାନ‌ରୁ

ନାମ ନେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ହରିନାମ ଭଜିବା — ୧. To mutter the name of God.

ଜଗତପାବନ ନାମ କିମ୍ପା ନେବେ ପ୍ରାଣୀ ରାଧାନାଥ ବାଣ ହରଣ

୨. ସୁଖ୍ୟାତି ପାଇବା — ୨. To earn a good name.
୩. ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ କରିବା — ୩. To be initiated by a spiritual preceptor.