ନାମ ବଡ଼ା
ଯାହାର ନାମଟା ଶୁଣିବାକୁ ବଡ଼ କିନ୍ତୁ ଫଳତଃ ଯାହା ଅପଦାର୍ଥ; ନାମ ଶୁଣିବା ମାତ୍ରେ ଯାହାକୁ ବଡ଼ ଲୋକ ବୋଲି ଅନୁମାନ କରାଯାଏ କିନ୍ତୁ ଦେଖିଲା ବେଳକୁ ସେ ଅଯୋଗ୍ୟ ବୋଲି ଜଣା ପଡ଼େ —(a person) Having a high-sounding name but really worth-less.