Jump to content

ନାମ ବର୍ଜିତ

ଉଇକିଅଭିଧାନ‌ରୁ

ନାମ ବର୍ଜିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ନାମ+ବର୍ଜିତ)

[ସମ୍ପାଦନା]
୧. ଅନାମକ; ଯାହାର ନାମ ନାହିଁ — ୧. Nameless.
୨. ଅପ୍ରସିଦ୍ଧ —୨. Unrenowned.
୩. ନିର୍ବୋଧ —୩. Stupid; foolish (Apte).