Jump to content

ନାମ ମାତ୍ର

ଉଇକିଅଭିଧାନ‌ରୁ

ନାମ ମାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ବା ବସ୍ତୁର ନାମର ଉଲ୍ଲେଖ ମାତ୍ର —୧. The mere mention of a name.
୨. ଫଳତଃ ନୁହେଁ; କେବଳ ନାମରେ; ନାଆଁକୁ — ୨. In name only; nominally.