ନାମ ରଖିବା
ଦେଖଣା
ନାମ ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନାମ ରଖିଯିବା—ଅନ୍ୟରୂପ)
(ନାମ ରହିବା—ବି)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସୁନାମ ବା ଦୁର୍ନାମକୁ ବଜାୟ ରଖିବା — ୧. To maintain one's reputation in a good or bad sense.
- ୨. ନାମକରଣ କରିବା —୨. To give a name; to name.
- ୩. ସ୍ଥାୟୀ କୀର୍ତ୍ତି କରିବାଦ୍ୱାରା ଭବିଷ୍ୟତରେ ଆପଣାର ଖ୍ୟାତି ବଜାୟ ରହିବାର ଉପାୟ କରିବା —୩. To leave a name by doing some permanent meritorious act.