ନାମ ଲୋପ ହେବା
ଦେଖଣା
ନାମ ଲୋପ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାମ ଲୋପ ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୃତ ହେବା — ୧. Dying.
ମୋ ବାହୁ ଯୁଦ୍ଧରେ ତା ନାମ ହେବ ଲୋପ କୃଷ୍ଣସିଂହ. ମହାଭାରତ
- ୨. ଅପଖ୍ୟାତି — ୨. Loss of one's good reputation.
ନାମ ଲୋପ ହେବା
|
ମୋ ବାହୁ ଯୁଦ୍ଧରେ ତା ନାମ ହେବ ଲୋପ କୃଷ୍ଣସିଂହ. ମହାଭାରତ