Jump to content

ନାମ ସଂଗ୍ରହ

ଉଇକିଅଭିଧାନ‌ରୁ

ନାମ ସଂଗ୍ରହ

ଉଚ୍ଚାରଣ

[ସମ୍ପାଦନା]

(ନାମମାଳା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାମ+ସଂଗ୍ରହ)

[ସମ୍ପାଦନା]
୧. ବିଶେଷ୍ୟ ପଦମାନଙ୍କର ସଂଗ୍ରହ —୧. A glossary of nouns (Apte).
୧. ବ୍ୟକ୍ତି, ବସ୍ତୁ ବା ସ୍ଥାନମାନଙ୍କର ନାମର ତାଲିକା — ୨. A list of names.