ନାର
ଦେଖଣା
ନାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସ. ବିଶେଷ୍ୟ - (ନର+ଅ)
[ସମ୍ପାଦନା]- ୧. ଜଳ — ୧. Water.
- ୨. ନବଜାତ ବତ୍ସ; କଅଁଳା ବାଛୁରୀ — ୨. A newly born calf.
- ୩. ନର ସମୂହ; ମନୁଷ୍ୟଙ୍କ ଦଳ —୩. A multitude of people, an assemblage or crowd of men.
- ୪. ବାଳକ; ଶିଶୁ —୪. Child; infant; boy.
- ୫. ଜ୍ଞାନ —୫. Knowledge.
- ୬. ଶୁଣ୍ଠି (ହିନ୍ଦୀ - ଶବ୍ଦସାଗର) —୬. Dry ginger.
- ୭. ସାରୂପ୍ୟ ମୁକ୍ତି —୭. Final beatitude.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ନର ସମ୍ୱନ୍ଧୀୟ —୧. Relating to man; human.
- ୨. ପରମାତ୍ମା ସମ୍ୱନ୍ଧୀୟ — ୨. Relating to the Universal Soul.
- ୩. ଅଧ୍ୟାୟ —୩. Spiritual.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନାରଙ୍ଗ)
[ସମ୍ପାଦନା]ନାରଙ୍ଗ —Orange.
ଚୂତ ପସରା ଟଭା ନାର; ଇଚ୍ଛୁ, ରସାଳ ଯେତେ ଆର—ଯଶୋବନ୍ତ. ପ୍ରେମଭକ୍ତିଗୀତା