Jump to content

ନାରକୀ

ଉଇକିଅଭିଧାନ‌ରୁ

ନାରକୀ

ଉଚ୍ଚାରଣ

[ସମ୍ପାଦନା]
(ନାରକିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନାରକ+ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ନରକଭୋଗୀ — ୧. Undergoing punishment in hell.
୨. ନରକସ୍ଥ —୨. Situated in hell; infernal.
୩. ପାପିଷ୍ଠ ନରକଗାମୀ; ଯାହାର ପରିଣାମ ନରକ ଭୋଗ ଅଟେ —୩. Sinful; hellish; impious.
୪. ଅସୁର ପ୍ରକୃତିକ —୪. Fiendish.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାପୀ ବ୍ୟକ୍ତି —A sinner; a sinful person.