ନାରଙ୍ଗା
ଦେଖଣା
ନାରଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାରଙ୍ଗା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ୟ କ୍ଷୁପବିଶେଷ — ୧. A kind of wild plant; Geolonium Multiflorum.
[ଦ୍ରଷ୍ଟବ୍ୟ —ଏହା ଚିରଶ୍ୟାମଳ ବନ୍ୟତରୁ, ଏହାର ଫଳ ଛୋଟ ଛୋଟ ପାଚିଲେ ପାଚିଲା ନାରଙ୍ଗ ବର୍ଣ୍ଣ ଏବଂ ନାରଙ୍ଗ ଲେମ୍ୱୁର ବାସନା ହୁଏ ଓ ଫାଟିଯାଏ ପୁଲ ଛୋଟ, ପୀତବର୍ଣ୍ଣ ଓ ଗ୍ରୀଷ୍ମ— କାଳରେ ଫୁଟେ ପତ୍ର ନାରଙ୍ଗ ପତ୍ର ପରି, କିନ୍ତୁ ଛୋଟ]
- ୨. ନାରଙ୍ଗ (ଦେଖ) - ୨. Nāraṅga (See)
ଅନୁବାଦ
[ସମ୍ପାଦନା]ନାରଙ୍ଗା
|
- ୩. ଗ୍ରାମଦେବତା ବିଶେଷ — ୩. Name of a Goddess.
- ୪. ଶିଶୁମାନଙ୍କ ଦେହରେ ନାଲି ଚକା ଫୁଲ ଦାଗ ହେବା ଏକ ପ୍ରକାର ରୋଗ —୪. Erysiplas.
[ଦ୍ରଷ୍ଟବ୍ୟ — ଏହା ପାଚିଲେ ନସା ଦିଏ ଓ ବେଳେ ବେଳେ ମାରା— ତ୍ମକ ହୁଏ.]