Jump to content

ନାରଦୀ

ଉଇକିଅଭିଧାନ‌ରୁ

ନାରଦୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଦ୍ୟ ଯନ୍ତ୍ର ବିଶେଷ — ୧. A musical instrument.

ମର୍ଦ୍ଦନ ତାଳ ବନେ ନାରଦୀ ବାଇଣ—ପ୍ରଚୀ, ଶ୍ରୀଗୁରୁଭକ୍ତି ଗୀତା

୨. ସ୍ତ୍ରୀଲୋକଙ୍କୁ ଦିଆଯିବା ଗାଳି — ୨. A term of abuse applied to females.

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଯେଉଁ ସ୍ତ୍ରୀ ପର ଘରେ କଳହର ସୁତ୍ରପାତ କରେ — (a woman) Sowing the seeds of dissension in the families of others.