Jump to content

ନାରଦ ପୁରାଣ

ଉଇକିଅଭିଧାନ‌ରୁ

ନାରଦ ପୁରାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନାରଦ କୃତ ପୁରାଣ ବିଶେଷ —୧. Name of a Hindu mythological work.

[ଦ୍ରଷ୍ଟବ୍ୟ — ଏହା ଅଷ୍ଟାଦଶ ମହାପୁରାଣ ମଧ୍ୟରେ ଗଣ୍ୟ]

୨. ବୃହନ୍ନାରଦୀୟ ନାମକ ଉପପୁରାଣ — ୨. Name of a secondary mythological work ascribed to sage Nārada.