Jump to content

ନାରସିଂହ

ଉଇକିଅଭିଧାନ‌ରୁ

ନାରସିଂହ

ଉଚ୍ଚାରଣ

[ସମ୍ପାଦନା]
(ନାରସିଂହୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ନରସିଂହ+ଅ)

[ସମ୍ପାଦନା]
୧. ନରସିଂହ ଅବତାର ସମ୍ୱନ୍ଧୀୟ —୧. Relating to Bishṇu's incarnation as Narasiṁha.


୨. ନୃସିଂହ ରୂପ ବିଶିଷ୍ଟ; (ଅର୍ଦ୍ଧନର ଓ ସିଂହ ଶରୀର ବିଶିଷ୍ଟ —୨. Having the shape of the fifth incarnation of Bishṇu (lower half man and upper half lion.)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନରସିଂହ ରୂପଧାରୀ ବିଷ୍ଣୁ —୧. Bishṇu in the shape of Narasiṁha.
୨. ନରସିଂହ ଅବତାର ବର୍ଣ୍ଣନାୟକ ଉପପୁରାଣବିଶେଷ — ୨. Name of a secondary mythological treatise.
୩. ତନ୍ତ୍ରବିଶେଷ —୩. The title of a Tantrik treatise.