Jump to content

ନାରସିଂହୀ

ଉଇକିଅଭିଧାନ‌ରୁ

ନାରସିଂହୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ନରସିଂହ ପୁର ମୂର୍ତ୍ତି ଧାରିଣୀ ଦୁର୍ଗାଙ୍କ ମୂର୍ତ୍ତି — An incarnation of Durgā, half woman and half lion.

[ଦ୍ରଷ୍ଟବ୍ୟ —ଅସୁର ବିନାଶ ସମୟରେ ଏ ଆବିର୍ଭୂତା ହୋଇଥିବା କଥା ଚଣ୍ଡୀ ପୁରାଣରେ ବର୍ଣ୍ଣିତ ଅଛି]