ନାରାଚ
ଦେଖଣା
ନାରାଚ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ନାର=ନରସମୂହ+ଆରବୀ - ଉପସର୍ଗ+ଚମ୍ ଧାତୁ= ଭୋଜନ କରିବା+କର୍ତ୍ତୃ. ଅ; ଯେ ମନୁଷ୍ୟମାନଙ୍କୁ ଖାଏ ବା ମାରି ପକାଏ)
[ସମ୍ପାଦନା]- ୧. ଲୌହମୟ ବାଣ — ୧. Iron arrow.
ଆଜିକି କୁସୁମ ନାରାଚ ଗଜବହିତ୍ରା ଲୀଳା ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ
[ଦ୍ରଷ୍ଟବ୍ୟ — ସାଧାରଣ ଶରରେ ୪ଟି ପକ୍ଷ ଲାଗିଥାଏ, ନାରାଚରେ ୫ଟି ପକ୍ଷ ଲାଗିଥାଏ ଓ ଏହା ଚଳାଇବା ଅପେକ୍ଷାକୃତ କଠିନ]
- ୨. ୨୪: ମାତ୍ରା ବିଶିଷ୍ଟ ଛନ୍ଦୋବିଶେଷ — ୨. Name of a Sanskrit metre of ୨୪ syllables.
- ୩. ଦୁର୍ଦ୍ଦିନ; ମେଘାଛନ୍ନ ଦିବସ — ୩. A bad clody uday.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଣ; ଶର —Arrow.