Jump to content

ନାରାଜ

ଉଇକିଅଭିଧାନ‌ରୁ

ନାରାଜ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାରାଚ)

[ସମ୍ପାଦନା]

ବାଣ — Arrow; shaft.

ହରାପରାଧି ଦୁର୍ଜର ନାରାଜରାଜିରେ ମୋର ପରାଭବ ଏକା କଲେ ଫନ୍ଦା କବିସୂର୍ଯ୍ୟ. ସଙ୍ଗୀତ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ନାରାଜ୍)

[ସମ୍ପାଦନା]
୧. ଅସନ୍ତୁଷ୍ଟ; ଅପ୍ରସନ୍ନ — ୧. Dissatisfied; displessed.
୨. ଅସମ୍ମତ —୨. Disagreeing; not agreeable.
୩. ଅନିଚ୍ଛୁକ —୩. Unwilling.
୪. ରୁଷ୍ଟ —୪. Angry.