Jump to content

ନାରାଶଂସ

ଉଇକିଅଭିଧାନ‌ରୁ

ନାରାଶଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ମନୁଷ୍ୟର ପ୍ରଶଂସାବିଷୟକ (ହିନ୍ଦୀ - ଶ.) — ୧. Eulogistic.
୨. ସ୍ତୁତିସମ୍ୱନ୍ଧୀୟ —୨. Relating to praise.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବେଦରେ ରାଜା ଆଦିଙ୍କ ପ୍ରଶଂସାତ୍ମକ ମନ୍ତ୍ର (ହିନ୍ଦୀ - ଶ) ୧. Vedic formulas eulogising the kings.
୨. ପିତୃଲୋକଙ୍କୁ ଯେଉଁ ଚାମଚରେ ସୋମରସ ଅର୍ପିତ ହୁଏ — ୨. A spoon in which the Soma juice is offered to the souls of deceased ancestors.
୩. ପିତୃଗଣ —୩. The spirits of the deceased ancestors.
୪. ପିତୃଲୋକଙ୍କ ପାଇଁ ରକ୍ଷିତ ସୋମରସ — ୪. The Soma juice reserved for the spirits of the deceased ancestors.