ନାରାୟଣୀ
ଦେଖଣା
ନାରାୟଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଦୁର୍ଗା — Goddess Durgā.
[ଦ୍ରଷ୍ଟବ୍ୟ —ମାର୍କଣ୍ଡେୟ; ଚଣ୍ଡୀରେ ବର୍ଣ୍ଣିତ ଅଛି ଯେ ଏ ନାରାୟଣଙ୍କ ଦେହରୁ ଜାତ ହୋଇଥିଲେ]
- ୨. ଲକ୍ଷ୍ମୀ —୨. Lakshmī.
- ୩. ଗଙ୍ଗା —୩. The Ganges.
- ୪. ମୁଦ୍ଗଳ ମୁନିଙ୍କ ପତ୍ନୀ — ୪. The name of the wife of the sage Mudgaḻa.
- ୫. ଶତାବରୀ; ଶତମୂଳୀ ଛତୁଆରୀ — ୫. The Indian climbing asparagus; Asparagus Racemocus.
- ୬. ନାରାୟଣୀ ସେନା (ଦେଖ) - ୬. Nārāyaṇī senā (See)
- ୭. (ପୁଂ) ବିଶ୍ୱାମିତ୍ରଙ୍କ ଏକ ପୁତ୍ର — ୭. Name of a son sage Biṡwāmitra.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ନାରାୟଣଙ୍କ ଶରୀରରୁ ଉତ୍ପନ୍ନା — Born of the body of Nārāyaṇa.
(ଯଥା—ନାରାୟଣୀ ସେନା; ନାରାୟଣୀ ଶକ୍ତି)
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — A name given to females.