Jump to content

ନାରାୟଣୀ ସେନା

ଉଇକିଅଭିଧାନ‌ରୁ

ନାରାୟଣୀ ସେନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନାରାୟଣଙ୍କ ଦେହରୁ ଉଦ୍ଭୂତ ସେନା — An army which was said to come out of the body of Nārāyaṇa.

[ଦ୍ରଷ୍ଟବ୍ୟ —ଦୁର୍ଯ୍ୟୋଧନ କୁରୁକ୍ଷେତ୍ର ଯୁଦ୍ଧରେ ଶ୍ରୀକୃଷ୍ଣଙ୍କଠାରୁ ସାହାଯ୍ୟରୂପେ ଏହି ସେନା ପାଇଥିଲେ କିନ୍ତୁ ସ୍ୱୟଂ ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରେ ସାରଥି ହୋଇଥିଲେ]