Jump to content

ନାରିକ

ଉଇକିଅଭିଧାନ‌ରୁ

ନାରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନର+ଇକ)

[ସମ୍ପାଦନା]
୧. ଜଳ ସମ୍ୱନ୍ଧୀୟ — ୧. Relating to water; aquatic.
୨. ଜଳୀୟ —୨. Full of water.
୩. ଆତ୍ମସମ୍ୱନ୍ଧୀୟ; ଆଧ୍ୟାତ୍ମିକ — ୩. Spiritual; relating to the soul.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜଳମୟ ସ୍ଥାନ — A place full of water.