ନାରିକେଳାସବ
ନଡ଼ିଆ ଗଛରୁ ଉତ୍ପନ୍ନ ମଦ୍ୟ ବା ତାଡ଼ି — Wine or toddy produced from cocoanut trees.
[ଦ୍ରଷ୍ଟବ୍ୟ —ମାନ୍ଦ୍ରାଜ ଅଞ୍ଚଳରେ ନଡ଼ିଆ ଗଛର କଞ୍ଚା ଖୋଷା ବା ଫଳକୋଷର ଅଗକୁ କାଟି ସେଥିରୁ ଖଜୁରି ରସ ଭଳି ଏକପ୍ରକାର ତାଡ଼ି ବାହାର କରାଯାଏ]