ନାରିକେଳ ଖଣ୍ଡ
ଦେଖଣା
ନାରିକେଳ ଖଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଆୟୂର୍ବେଦୋକ୍ତ ଔଷଧବିଶେଷ — A medicinal preparation.
[ଦ୍ରଷ୍ଟବ୍ୟ —ଏଥିରେ ପ୍ରଧାନ ଉପକରଣ ନଡ଼ିଆ ନଡ଼ିଆ କୋରାରେ ଘିଅ ଓ ଚିନି ମିଶାଇ ନଡ଼ିଆ ପାଣିରେ ଏହାକୁ ସିଝାଇ ଏଥିରେ ଧନିଆ, ପିପ୍ପଳୀ, ବଂଶଲୋଚନା, ଅଳାଇଚ, ନାଗକେଶର ଓ ତେଜପତ୍ରର ଚୂର୍ଣ୍ଣ ମିଶାଇ ଏହା ତିଆରି ହୁଏ ଏଥିରେ ଅମ୍ଳ ପିତ୍ତ, ଅରୁଚି, କ୍ଷୟ ରୋଗ, ରକ୍ତପିତ୍ତ ଓ ଶୂଳ ଦୂର ହୁଏ ଓ ପୁରୁଷତ୍ୱ ବୃଦ୍ଧି ହୁଏ ହିନ୍ଦୀ - ଶ.]