ନାରୀକେଳ କ୍ଷୀରୀ
ନଡ଼ିଆ କୋରାରେ ପ୍ରସ୍ତୁତ ଏକପ୍ରକାର ମିଷ୍ଟାନ୍ନ —A sweetmeat made of the scrapings of the cocoanut kernel.
[ଦ୍ରଷ୍ଟବ୍ୟ — ନଡ଼ିଆ କୋରାକୁ ଘିଅ ଓ ଚିନିରେ ମିଶାଇ ଦୁଧରେ ସିଦ୍ଧ କରି ଗାଢ଼ା ହେଲେ ଓହ୍ଲାଇ ଏହା ତିଆରି ହୁଏ]