Jump to content

ନାରୀମହଲ

ଉଇକିଅଭିଧାନ‌ରୁ

ନାରୀମହଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ତ୍ରୀ ମାନଙ୍କ ରହିବା ଅନ୍ତଃପୁର — ୧. The female apartments; seraglio.
୨. ରାଣୀ ହଂସପୁର —୨. The part of the palace where the Ranees live.

ନାରୀ ମହଲକୁ ସନ୍ଦେଶ ପଠାଇ; କୋମଳ କରେ ଏ ଭାର ଅର୍ପିଲେ ନନ୍ଦକିଶୋର, କୃଷ୍ଣକୁମାରୀ