Jump to content

ନାରୀ କବଚ

ଉଇକିଅଭିଧାନ‌ରୁ

ନାରୀ କବଚ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ସୂର୍ଯ୍ୟ ବଂଶୀୟ ରାଜା; ମୂଳକ ରାଜା — Name of a king of the solar dynasty.

[ଦ୍ରଷ୍ଟବ୍ୟ — ଏ ଅଶ୍ମମ ରାଜାଙ୍କ ପୁତ୍ର ଓ ସୌଦାସଙ୍କ ପୌତ୍ର ଥିଲେ ଯେତେବେଳେ ପରଶୁରାମ କ୍ଷତ୍ରିୟମାନଙ୍କୁ ବିନାଶ କରିବାରେ ଲାଗିଥିଲେ ଏ ଆପଣାକୁ ସ୍ତ୍ରୀ ମାନଙ୍କଦ୍ୱାରା ଘେରାଇ ବଞ୍ଚି ଯାଇଥିଲେ ଏଥିପାଇଁ ଏହାଙ୍କର ଏହି ନାମ ଏହାଙ୍କଠାରୁ କ୍ଷତ୍ରିୟମାନଙ୍କର ପୁଣି ବଂଶ ବିସ୍ତାର ହେଲା ଏଥିପାଇଁ ଏହାଙ୍କର ଅନ୍ୟ ନାମ ମୂଳକ ହିନ୍ଦୀ - ଶବ୍ଦସାଗର]