Jump to content

ନାରୀ ଧର୍ମ

ଉଇକିଅଭିଧାନ‌ରୁ

ନାରୀ ଧର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଷଷ୍ଠୀ ତତ୍; ନାରୀ+ଧର୍ମ)

[ସମ୍ପାଦନା]
୧. ନାରୀଗଣର ପ୍ରତିପାଳ୍ୟ ଧର୍ମ —୧. Womanhood; the duites of a woman or a wife.
୨. ସତୀତ୍ୱ; ପାତିବ୍ରତ୍ୟ ଧର୍ମ —୨. Whole-hearted devotion and fidelity to one's husband.
୩. ସ୍ତ୍ରୀ ମାନଙ୍କର ଋତୁ —୩. Menstrual flux.