Jump to content

ନାରୀ ପରାୟଣ

ଉଇକିଅଭିଧାନ‌ରୁ

ନାରୀ ପରାୟଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁ—(ବହୁବ୍ରୀହି; ନାରୀ+ପର=ଶ୍ରେଷ୍ଠ +ଅୟନ=ଅବଲମ୍ୱନ)

[ସମ୍ପାଦନା]
୧. ସ୍ତ୍ରୀ ଭକ୍ତ —୧. Devoted to woman.
୨. ସ୍ତ୍ରୈଣ —୨. Effeminate.
୩. ମାଇପୀ ଡାହାଣା —୩. Passionately fond of women.
୪. ସ୍ତ୍ରୀଙ୍କଦ୍ୱାରା ଚାଳିତ —୪. Dominated by wives.