ନାରୁନ୍ତୁଦ
ଅନାହତ; ଯାହାର ଦେହରେ କୌଣସି ପ୍ରକାରର ଆଘାତ ଲାଗି ନ ପାରେ (ହିନ୍ଦୀ - ଶ.) ଅକାଟୁ — Invulnerable to all sorts of hurt.