ନାରୋ
ତୁମେ (ଅମୁକ କାର୍ଯ୍ୟ କରି) ନ ପାରି କି? — Won't you.
[ଦ୍ରଷ୍ଟବ୍ୟ —ତୁଳନା କର ବଙ୍ଗାଳୀ - ନାରି=ଆମି ନା ପାରି, ଓଡ଼ିଆ—ମୁଁ ନ ପାରେଁ, ବଂ—ତୁମି ନା ପାର, ଓ—ମୁଁ ନ ପାରେ]