ନାଲକୀ
ଦେଖଣା
ନାଲକୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଳ= ଦଣ୍ଡ)
[ସମ୍ପାଦନା]ମରହଟ୍ଟୀ ପାଲିଙ୍କି — A kind of old fashioned sedan.
[ଦ୍ରଷ୍ଟବ୍ୟ — ଏଥିରେ ଛାତରେ ନାନା କାରୁକାର୍ଯ୍ୟ— ବିଶିଷ୍ଟ ଚାରିକୋଣିଆ ଆବରଣ ଥାଏ ଓ ତାହା କୁଜା ହେଇ ଉପରକୁ ବାହାରିଥାଏ ଗୋଟିଏ ଲମ୍ୱ ବଙ୍କା ବାଉଁଶ ସେହି ଛାତର ମଝିରେ ପଶିଥାଏ ଓ ଭାଉଁଶର ଆଗପାଖ ଓଟମୁହାଁ ଆଗ ଓ ପଛ ପାଖେ ବାହକ ମାନେ ବାନ୍ଧୁଅନ୍ତି ଓ ଏଥିର ତଳେ ଗୋଟିଏ ଖଟ ବନ୍ଧା ହେଇଥାଏ ଏହାର ଦୁଇ ପାଖ ମେଲା ଆଜିକାଲି ଏଥିରେ ବର ବସି ଶୋଭାଯାତ୍ରା କରେ]