ନାଲବନ୍ଦି
(ନାଲ ମରିବା—ଅନ୍ୟରୂପ)
ଗୋରୁ ଘୋଡ଼ା ଆଦିଙ୍କ ଖୁରାରେ ଲୁହାର ନାଲ ମାରିବା କର୍ମ — Shoeing of horses and bullocks.