ନାଲବେଗ୍
ଦେଖଣା
ନାଲବେଗ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ଦାର୍ଢ଼୍ୟତାଭକ୍ତିରେ ବର୍ଣ୍ଣିତ ଜଣେ ମୁସଲମାନ ବୈଷ୍ଣବର ନାମ —୧. Name of a Mahomedan who was a devotee of Bishṇu and whose name is mentioned in the 'Dāṟḍ̠ẖyatā bhakti.'
- ୨. ମୁସଲମାନ ମାନଙ୍କ ମେହେନ୍ତରମାନଙ୍କ କଳ୍ପିତ ପୀର୍ ବିଶେଷ —୨. Name of a patron saint of Mahomedan sweepers.