ନାଲମନ୍
ଏକ ପ୍ରକାର ଶୁଆ — A kind of parrot.
[ ଦ୍ର—ଏ ଶୁଆଙ୍କ ଦେହ ନାଲି, ପକ୍ଷୀ ସାବଜା, ଥଣ୍ଟ ଗୋଲାପୀ ଓ ଡେଣା କଳା—ହିନ୍ଦୀ - ଶ. ]