ନାଲିସି କରିବା
ଦେଖଣା
ନାଲିସି କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନାଲିସି କରିବା
|
ଦେଶଜ - କ୍ରି. (କଚିରିଆ; ଫାରାସୀ - ନାଲିଶ୍)
[ସମ୍ପାଦନା]- ୧. ଫେରାଦ ହେବା — ୧. To complaint.
- ୨. ରାଜଦ୍ୱାରରେ କୌଣସି ବ୍ୟକ୍ତି ବିରୋଧରେ ଅଭିଯୋଗ କରିବା —୨. To file a petition against any person; to lodge complaint.
- ୩. ମକଦ୍ଦମା ଦାଏର କରିବା —୩. To sue; to file a suit; to prosecute.