Jump to content

ନାଲିସ କରିବା

ଉଇକିଅଭିଧାନ‌ରୁ

ନାଲିସ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (କଚିରିଆ; ଫାରାସୀ - ନାଲିଶ୍)

[ସମ୍ପାଦନା]
୧. ଫେରାଦ ହେବା — ୧. To complaint.
୨. ରାଜଦ୍ୱାରରେ କୌଣସି ବ୍ୟକ୍ତି ବିରୋଧରେ ଅଭିଯୋଗ କରିବା —୨. To file a petition against any person; to lodge complaint.
୩. ମକଦ୍ଦମା ଦାଏର କରିବା —୩. To sue; to file a suit; to prosecute.