ନାଲି ଦଉଡ଼ିଆ
ଏକ ପ୍ରକାର ଲଟାଳିଆ ଘାସ — A kind of red creeping grass (of the shape of sugarcane)
[ ଦ୍ର—ଏହା ଘାସ ବିଲର ହିଡ଼ କଡ଼ରେ ମାଡ଼େ ଓ ଦେଢ଼ ହାତ ପର୍ଯ୍ୟନ୍ତ ଲମ୍ୱା ହୁଏ ଏହାର ରୂପ ନାଲି ଆଖୁପରି ଦେଖାଯାଏ ]