Jump to content

ନାଲି ପାଣି

ଉଇକିଅଭିଧାନ‌ରୁ

ନାଲି ପାଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଲାଲ୍+ସଂସ୍କୃତ - ପାନୀୟ)

[ସମ୍ପାଦନା]

(ବ୍ୟଙ୍ଗ୍ୟାର୍ଥ)—ସରାପ; ବିଲାତି ମଦ — (ironical) Wine; spirituous-liquor.

ଛି ! ଛି ! ମୁଁ ଖାଇବି ନାହିଁଲୋ ! ନାଲି ପାଣି ପରି ଦିଶେ, ନାଲି ପାଣିରୁ ଟୋପାଏ ପଡ଼ିଲେ ଚଉଦ ଭୁବନ ଦିଶେ, ଘୁମୁରା ଗୀତ