Jump to content

ନାଲୀ ଜୀବକଣା

ଉଇକିଅଭିଧାନ‌ରୁ

ନାଲୀ ଜୀବକଣା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବିଜ୍ଞାନ ପରିଭାଷା)

[ସମ୍ପାଦନା]

ରକ୍ତ ମଧ୍ୟରେ ଥିବା ଲାଲବର୍ଣ୍ଣବିଷିଷ୍ଟ କ୍ଷୁଦ୍ର ଅଣୁ — red corpuscles in the blood (as apposed to white corpuscles.

[ ଦ୍ର—ଏହା ରକ୍ତର ଉପାଦାନ ଅଟେ ଅନ୍ୟ ଉପାଦାନ ଧଳା ଜୀଦକଣା ରକ୍ତରେ ନାଲି ଜୀବକଣାର ଅନୁପାତ ବଢ଼ିଲେ ତାହା ସ୍ୱାସ୍ଥ୍ୟର ସୂଚକ ଓ ଶ୍ୱେତ ଜୀବକଣାର ବୃଦ୍ଧି ଅସ୍ୱାସ୍ଥ୍ୟର ସୂଚକ ଅଟେ ]