Jump to content

ନାଳିକା

ଉଇକିଅଭିଧାନ‌ରୁ

ନାଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାଲିକ+ଆ)

[ସମ୍ପାଦନା]
୧. ନଳିତା ଶାଗ; କାଉଁରିଆ ଗଛ — ୧. Jute plant (used as pot herb.)
୨. ନାଡ଼ —୨. Stalk.
୩. ଶରା —୩. Vein.
୪. ନାଳି; ନଳା —୪. Drain.
୫. ହସ୍ତି—କର୍ଣ୍ମବେଧନିକା; ହାତୀ କାନ ଫୋଡ଼ିବା ନିମନ୍ତେ ବ୍ୟବହୃତ ଲୋହ ଦଣ୍ଡ —୫. An iron rod to pie rce the ear of an elephant.