ନାଳି ଘା
(ନାଳିଘାଆ —ଅନ୍ୟରୁପ)
ନାଡ଼ିବ୍ରଣ; ଗଣ୍ଡପୂଜା ଘା —Sinus.
[ ଦ୍ର—ଯେଉଁ ଘାଆ ବାହାରେ ଶୁଖିଲା ପରି ଦେଖାଯାଉଥାଏ, ମାତ୍ର ଭିତରେ ପୂଜ ପୂରି ରହି ଥାଏ, ତାହାକୁ ନାଳି ଘାଆ କହନ୍ତି ]