ନାଳୀକ
ଦେଖଣା
ନାଳୀକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାଳୀ=ତନ୍ତୁ ବିଶିଷ୍ଟ ନାଡ଼+କ)
[ସମ୍ପାଦନା]- ୧. ଶଲ୍ୟ; ଶର; ବାଣ —୧. Arrow; shaft.
- ୨. ନାଳୀ; ବନ୍ଧୁକ —୨. Fireman; a gun.
- ୩. ନାରୀକେଳରେ ନିର୍ମିତ କମଣ୍ଡଳୁ — ୩. A water pot madeof cocoanut.
- ୪. ଶଲ୍ୟାସ୍ତ୍ର; ବର୍ଚ୍ଛା; ତେଣ୍ଟା; ବଲମ — ୪. Javeline; lance.
- ୫. ପଦ୍ମ —୫. Lotus.
କହିବି ଛିନ୍ନାଳୀ ନାଳୀ କାକ୍ଷୀ ଜବବାଳୀ ବାଳୀ ଶ ମୁଁ ଦିଅ ସେବା ପାଳି ପାଳି ହେ ଭଞ୍ଜ, ପ୍ରେମସୁଧାନିଧି
- ୬. ପଦ୍ମର ଡେମ୍ଫ — ୬. Stem or stalk of lotus.
- ୭. ପଦ୍ମସମୂହ — ୭. A collection of lotos flowers.