Jump to content

ନାଳୁଆ

ଉଇକିଅଭିଧାନ‌ରୁ

ନାଳୁଆ

ଉଚ୍ଚାରଣ

[ସମ୍ପାଦନା]

ନାଳେଇ, ନାଳୋଈସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଲାଳାକ୍ଳିନ୍ନ)

[ସମ୍ପାଦନା]
୧. ଲାଳାମୟ — ୧. Slimy.

ମୀନ ପ୍ରାଏ ନାଳୁଆ ହୋଇଛି ତାଙ୍କ ଦେହ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା

୨. ଯାହା ମୁହଁରୁ ସର୍ବଦା ନାଳ ବୁହେ — ୨. One who lets the spittle fall in drops from the mouth; a driveller.

ବିଶେଷ୍ୟ -

[ସମ୍ପାଦନା]
୧. କ୍ଷୁଦ୍ର ନାଳ; ପହଣୀ; ନର୍ଦ୍ଦମା — ୧. Small channel; drain.
୨. ଚଉଡ଼ାମୁହାଁ ଜଳପାତ୍ରବିଶେଷ — ୨. Wide-mouthed water jug.
୩. ଭଣ୍ଡାରିମାନେ ଯେଉଁ ସରୁମୁହାଁ ତୈଳଭାଣ୍ଡରୁ ମସାଲରେ ତେଲ ଢାଳନ୍ତି —୩. A narrow-necked oil- vessel from which barbers pour out oil on a torch; oil-bottle (Beams).