ନାଳେଇ ଛାଳେଇ ହେବା
ଦେଖଣା
ନାଳେଇ ଛାଳେଇ ହେବା
ଉଚ୍ଚାରଣ
[ସମ୍ପାଦନା](ନାଳେଇ ଛାଲେଇ ହେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନାଳେଇ ଛାଳେଇ ହେବା
|
ଦେଶଜ - କ୍ରି. (ସଂସ୍କୃତ - ଲାଳାୟିତ)
[ସମ୍ପାଦନା]- ୧. ନାଉଲି ଛାଉଲି ହେବା; ଧନ ବା ଅନୁଗ୍ରହ ଆଶାରେ ଅନ୍ୟ ବ୍ୟକ୍ତିର ସ୍ତୁତି କରିବା; ନାଳେଇ ହେବା —୧. To hang on the skirts of a person to satiate one's hankering or avarice.
- ୨. ଦୀନତା ପ୍ରକାଶ କରିବା; ଅତି ବିନୟ କରିବା — ୨. To show one's humility; to humiliate one's self before another.
- ୩. ନିଜର ଅକ୍ଷମତା ପ୍ରକାଶ କରିବା — ୩. To express one's inability.