Jump to content

ନାଳ ଗଡ଼ାଇବା

ଉଇକିଅଭିଧାନ‌ରୁ

ନାଳ ଗଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନାଳବୁହା(ହେ)ଇବା, ନାଳଟପକା(କେ)ଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଜ ମୁଖରୁ ଲାଳ ବହିବାକୁ ଦେବା —୧. To let saliva flow out from one's mouth.
୨. ଔଷଧ ପ୍ରୟୋଗଦ୍ୱାରା ମୁହଁରୁ ଲାଳ ସ୍ରବିବାର ଉପାୟ କରିବା — ୨. To cause salivation.
୩. କୌଣସି ଲୋଭନୀୟ ବସ୍ତୁ ଦେଖାଇ ଅନ୍ୟକୁ ଲାଳାୟିତ କରିବା —୩. To cause a person's mouth to water by putting before him something.