Jump to content

ନାଳ ଗଡ଼ିବା

ଉଇକିଅଭିଧାନ‌ରୁ

ନାଳ ଗଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ବ୍ୟକ୍ତିର ପାଟିରୁ ଲାଳ ସ୍ରବିବା; ଲାଳ ସ୍ରାବ —Salivation; the flowing of saliva from the mouth of a person.


ନାଳବ(ବୋ)ହିବା, ନାଳପଡ଼ିବା, ନାଳଟପକିବା, ନାଳସ୍ରବିବାଅନ୍ୟରୂପ

[ଦ୍ରଷ୍ଟବ୍ୟ —ପ୍ରବାଦ ଅଛି ଯେ ଯେଉଁ ପିଲା ଗର୍ଭରେ ଥିଲା ବେଳେ ଗର୍ଭଧାରିଣୀର ଦୋହଦ ବା ଅଭିଳାଷ ମେଣ୍ଟି ନ ଥାଏ ସେ ପିଲାର ପାଟିରୁ ନାଳ ଗଡ଼େ ଖାଦ୍ୟ ଦ୍ରବ୍ୟ ଦେଖିଲେ କେତେକ ଜୀବଙ୍କର ଓ ବିଶେଷତଃ ଖଟା ଜିନିସ ଦେଖିଲେ ମନୁଷ୍ୟମାନଙ୍କ ପାଟିରୁ ସ୍ୱଭାବତଃ ନାଳ ବହେ; କେତେକ ଲୋକଙ୍କର ଅଭୀଷ୍ଟ ଖାଦ୍ୟଦ୍ରବ୍ୟ ଆଗରେ ଦେଖିବା ମାତ୍ରେ ପାଟିରୁ ମନକୁ ନାଳ ଗଡ଼େ; କେତେକ ଲୋକଙ୍କର ମୁହରୁ ଶୋଇଲା ବେଳେ ବା ଢୁଳେଇଲାବେଳେ ନାଳ ଗଡ଼େ ଓ କେତେକ କଡ଼ା ଦ୍ରବ୍ୟ ମୁହଁରେ ଗ୍ରହଣ କଲେ ପାଟିରୁ ନାଳ ଗଡ଼େ, କେତେକ ମୁଖ ଓ ଦନ୍ତରୋଗର ଉପଶମନାର୍ଥ ମୁହଁରେ ଓ ଦାନ୍ତ— ମୂଳରେ ଗୁଡ଼ାଖୁ ଆଦି କଡ଼ା ଓଷଧ ଲଗାଇଲେ ପାଟରୁ ନାଳ ଗଡ଼େ]